Voice of Hiroshima

ହିରୋସୀମାର ସ୍ବର “ହିରୋସୀମା ବୁକେ ପାଉଁଶ ହୋଇ ସେ ସତୁରି ବରଷ ତଳେ ଆଜି ବି ତ ସାତ ବରଷ ବାଳିକା, ମଲା ପରେ କିଏ ବଢେ ?“ -୧- ସାତ ବର୍ଷର ବାଳିକାଟିଏ ସେ ଡାକୁଅଛି ପ୍ରତି ଦ୍ବାରେ,   ସାତ ବର୍ଷର କ‌ଅଁଳ ସ୍ବର ତା ଶୁଣିଛକି ତମେ ଥରେ । ତୁମେ ବି ଶୁଣନା, ମୁଁ ବି ଶୁଣେନା, ଶୁଣେନା ପାଷାଣ ନର, କି‌ଏ ବା ଶୁଣିବ? ସତୁରି ବର୍ଷର ପାଉଁଶ ତଳରContinue reading “Voice of Hiroshima”