ପାଳଭୂତ ଖରା ବର୍ଷାରେ ପାଳଭୂତଟି ବିଲ ଭିତରେ ଠିଆ ହେଇଥାଏ । ନଡାରେ ତିଆରି, ମାଠିଆ ଦେହରେ ଅଙ୍କା ମଣିଷର ଚିତ୍ର । ବିଲରେ କାମ କରୁଥିବା ମୂଲିଆଟି ତାକୁ ପଚାରିଲା, “ଭାଇ, ଦିନରାତି ଏମିତି ଖରା ଆଉ କାକରରେ ଠିଆ ହେଇ ହେଇ ତୁମକୁ ବୋର୍ ଲାଗୁନି ।” “ବୋର କାହିଁକି ଲାଗିବ !” କହିଲା ସିଏ, “ଅନ୍ୟକୁ ଡରାଇ ପାରିବାର ଯେଉଁ କ୍ଷମତା, ତାର ସ୍ବାଦ ଏତେ ମିଠା ଯେ, ମୋତେ ସମୟ ବିContinue reading “Pala Bhuta”