ଶ୍ରଦ୍ଧାଞ୍ଜଳି


ତିରୋଧାନ: 08.09.2021

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି 

ନୈନଂ ଦହତି ପାଵକଃ |

ନ ଚୈନଂ କ୍ଲେଦୟନ୍ତ୍ୟାପୋ

ନ ଶୋଷୟତି ମାରୁତଃ I “

ସାର୍

ଆପଣ ଥିଲେ, 

ପୂର୍ଣ୍ଣ ଥିଲା ଆମ ଗୁରୁଶିଷ୍ୟର ଚଉହଦି।

ଆପଣ ଚାଲିଗଲା ପରେ, 

ଭାଙ୍ଗି ଗଲା ସେ ପ୍ରେମର ପରିଧି

ଚିର ଦିନ ପାଇଁ।

ଆପଣଙ୍କ ସେ ସ୍ଥାନ ଆଉ କେହି ପାରିବେନି ଭରି।

ଆପଣଙ୍କ ଅମର ଆତ୍ମାର ସ୍ମୃତିରେ 

ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ରମାକାନ୍ତ ମହାପାତ୍ର

 

Published by Dr. Ramakanta

Pediatrician and occasional blogger

Leave a comment