
ତିରୋଧାନ:
“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି
ନୈନଂ ଦହତି ପାଵକଃ |
ନ ଚୈନଂ କ୍ଲେଦୟନ୍ତ୍ୟାପୋ
ନ ଶୋଷୟତି ମାରୁତଃ I “
ଗୋପାଳ ତୁ ଥିଲୁ,
ପୂର୍ଣ୍ଣ ଥିଲା ଆମ ବନ୍ଧୁତାର ଚଉହଦି।।
ତୁ ଚାଲିଗଲୁ,
ଭାଙ୍ଗି ଗଲା ସେ ପ୍ରେମର ପରିଧି ।
ଚିର ଦିନ ପାଇଁ।
ତୋର ସ୍ଥାନ ଆଉ କେହି ଭରି ପାରିବେନି।
ତୋର ଅମର ଆତ୍ମାର ସ୍ମୃତିରେ
ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର
ତୋର ସହପାଠୀମାନଙ୍କର
ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
Nicely written.
LikeLike