ଶ୍ରଦ୍ଧାଞ୍ଜଳି gopal

ଆବିର୍ଭାବ:
ତିରୋଧାନ:

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି 

ନୈନଂ ଦହତି ପାଵକଃ |

ନ ଚୈନଂ କ୍ଲେଦୟନ୍ତ୍ୟାପୋ

ନ ଶୋଷୟତି ମାରୁତଃ I “

ଗୋପାଳ ତୁ ଥିଲୁ, 

ପୂର୍ଣ୍ଣ ଥିଲା ଆମ ବନ୍ଧୁତାର ଚଉହଦି।।

ତୁ ଚାଲିଗଲୁ, 

ଭାଙ୍ଗି ଗଲା ସେ ପ୍ରେମର ପରିଧି ।

ଚିର ଦିନ ପାଇଁ।

ତୋର ସ୍ଥାନ ଆଉ କେହି ଭରି ପାରିବେନି।

ତୋର ଅମର ଆତ୍ମାର ସ୍ମୃତିରେ 

ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର

ତୋର ସହପାଠୀମାନଙ୍କର 

ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

 

Published by Dr. Ramakanta

Pediatrician and occasional blogger

One thought on “ଶ୍ରଦ୍ଧାଞ୍ଜଳି gopal

Leave a comment