ପାଳଭୂତ ଖରା ବର୍ଷାରେ ପାଳଭୂତଟି ବିଲ ଭିତରେ ଠିଆ ହେଇଥାଏ । ନଡାରେ ତିଆରି, ମାଠିଆ ଦେହରେ ଅଙ୍କା ମଣିଷର ଚିତ୍ର । ବିଲରେ କାମ କରୁଥିବା ମୂଲିଆଟି ତାକୁ ପଚାରିଲା, “ବୋର କାହିଁକି ଲାଗିବ !” କହିଲା ସିଏ, ମଣିଷଟା ନିଜ ମାଲିକ କଥା ମନେ ପକାଇ କହିଲା, ପାଳଭୂତଟି କହିଲା, ( Published in the Sahityana Page of the Dharitri in 1996)