ଶ୍ରଦ୍ଧାଞ୍ଜଳି gopal

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି  ନୈନଂ ଦହତି ପାଵକଃ | ନ ଚୈନଂ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ I “ ଗୋପାଳ ତୁ ଥିଲୁ,  ପୂର୍ଣ୍ଣ ଥିଲା ଆମ ବନ୍ଧୁତାର ଚଉହଦି।। ତୁ ଚାଲିଗଲୁ,  ଭାଙ୍ଗି ଗଲା ସେ ପ୍ରେମର ପରିଧି । ଚିର ଦିନ ପାଇଁ। ତୋର ସ୍ଥାନ ଆଉ କେହି ଭରି ପାରିବେନି। ତୋର ଅମର ଆତ୍ମାର ସ୍ମୃତିରେ  ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ତୋର ସହପାଠୀମାନଙ୍କର  ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।  

14 June, Celebrating mother Earth and the Womanhood

Clouds gather.. Schools open. It has to be 14th June every year for the last 50 years. Fourteenth of June is one constant date of my childhood. Schools would usually open after 45 days of summer vacation. But summer vacation is a colonial term- the phirangis who could not tolerate the scorching heat of theContinue reading “14 June, Celebrating mother Earth and the Womanhood”