ସ୍ବର୍ଗରେ ଇଲେକ୍ସନ

-୧- ଦେବଲୋକରେ ହଇଚଇ। କଣନା election ହେବ। ସେ ବି ତ୍ରୀସ୍ତରୀୟ। ବ୍ରହ୍ମା, ବିଷ୍ନୁ, ଶିବ ଏମାନେ କେବେ ଠାରୁ ସ୍ବର୍ଗଲୋକ ଛାଡି super ଦେବଲୋକକୁ ଗଲେଣି। ତାଙ୍କ ଯାଗାରେ ଏବେ ଆଉ ତିନିଟା application ପଡିଛି- ଗଣେଶ, ସୂର୍ଯ୍ୟ, ଶକ୍ତି ହେରିକାଙ୍କ ପାଖରୁ। ଲେଖିଛନ୍ତି- “ଆମେବି veteran ପାର୍ଟି ହେଇସାରିଲୁଣି। ଆମର ଭକ୍ତ ସଂଖ୍ୟା ବ୍ରହ୍ମାଙ୍କଠାରୁ କୋଉ କମ କି ? ଆମେ କିଆଁ ଫି ସନ election ଲଢିତେ ଯିମୁ। ଭାରତ କଥା ଛାଡ,Continue reading “ସ୍ବର୍ଗରେ ଇଲେକ୍ସନ”